
ସାର୍ଥକ ମ୍ୟୁଜିକ ଆନୁକୁଲ୍ୟରେ ୨୦୦୫ ମସିହାରେ ନିର୍ମିତ ଭଜନ ଆଲବମ ଚକା ଚନ୍ଦନ ରେ ଥିବା ଏହି ଗୀତ “ତୋ ରଥ ଟାଣୁ ଟାଣୁ” ସମଗ୍ର ଓଡିଶାରେ ବେଶ ଲୋକ ପ୍ରିୟ। ଏଥିରେ ମହମଦ ଅଜିଜ କଣ୍ଠ ଦାନ କରିଥିବା ବେଳେ ବଲବମ ଭିଡିଓରେ ପ୍ରତିଷ୍ଠ ଓଡିଆ ଚଳଚିତ୍ର କଳାକାର ବିଜୟ ମହାନ୍ତି ଅଭିନୟ କରିଥିଲେ।
Singer: Md. Ajiz
Video Artiste: Bijay Mohanty
Music Director: Prem Anand
Lyrics: Panchanana Nayak
Video Director: Santosh Sahu
Producer: Sitaram Agrawal
Music Label: Sarthak Music
To Ratha Tanu Tanu Prabhu
4/
5
Oleh
Biswa Ranjan