ସଲିଲ ମିତ୍ରଙ୍କ ଅକାଳ ବିଯୋଗ



ସଲିଲ ମିତ୍ରଙ୍କ ଅକାଳ ବିଯୋଗରେ ସାରା ଓଡିଶାର ଲୋକଙ୍କ ମନରେ ଲାଗିଛି ଶାକ୍ତ ଆଘାତ। ସେ ଥିଲେ ଜଣେ ଦକ୍ଷ କଳାକାର, ତାଙ୍କ ଅଭିନୟ ଲୋକଙ୍କୁ ବହୁତ ମନୋରଞ୍ଜନ କରିଥାଏ। ସେ ଜଣେ ଭଲ ହାସ୍ୟ କଳାକାର ଭାବେ ବେଶ ପରିଚିତ। ତାଙ୍କ ଅଭିନୀତ ‘ପୁଅ ଭାଙ୍ଗିଦେଲା ସୁନା ସଂସାର’, ‘ଶାସ୍ତି’, ’ଲଭ ଷ୍ଟେସନ’, ’ଲଭ ପାଈ କୁଛଭି କରେଗା’, ’ମହାନୟକ’, ’ଗପ ହେଲେବି ସତ’ ପରି ଲୋକପ୍ରିୟ ଚଳଚିତ୍ର ଗୁଡିକୁ ଦର୍ଶକେ ବହୁ ପସନ୍ଦ କରିଥିଲେ। ‘ସିଷ୍ଟର ଶ୍ରୀଦେବୀ’ ରେ ତାଙ୍କ କାମେଡି ଲୋକଙ୍କୁ ବହୁ ଆକର୍ଷିତ କରିଥିଲା।
ଏକ ସଡକ ଦୁର୍ଘଟଣାରେ ସେ ଗମ୍ଭୀର ଭାବରେ ଅସୁସ୍ତ ହୋଈଥିଲେ, ଅସ୍ତ୍ରାପଚାର ପରେ ମଧ୍ୟ ଡାକ୍ତର ତାଙ୍କୁ ବଞ୍ଚାଈ ପାରିନଥିଲେ। ତାଙ୍କ ବିୟୋଗ ଖବର ପ୍ରଚାର ହେବା ପରେ ସିନେମା କଳାକାରଙ୍କ ମଧ୍ୟରେ ଦୁଖର ଛାୟା ଛାଈ ଯାଈଥିଲା।



Related Top Posts

ସଲିଲ ମିତ୍ରଙ୍କ ଅକାଳ ବିଯୋଗ
4/ 5
Oleh