Queen ku Apekhya | Barsha Priyadarsini



ଓଡିଆ ଫିଲ୍ମ ଜଗତର ରାଣୀ କୁହାଯାଉଥିବା ବର୍ଷା ପ୍ରିୟଦର୍ଶିନୀ ଆସୁଛନ୍ତି ତାଙ୍କ ନୂତନ ଚଳଚିତ୍ର ସହ। ଚଳଚିତ୍ରଟିର ନାମ ମଧ୍ୟ “କୁଇନ”। ଗତ ବର୍ଷ ଶେଷ ସପ୍ତାହରେ ଚଳଚିତ୍ରଟିର ସଙ୍ଗୀତ ଉଦ୍ଘାଟନ ସାରିଥିବା ବେଳେ ଏବେ ଅପେକ୍ଷା ଚଳଚିତ୍ର ପ୍ରକ୍ଷାଳୟ କୁ ଆସିବାକୁ। ବର୍ଷା ପ୍ରିୟଦର୍ଶିନୀଙ୍କୁ ପୁଣିଥରେ ପରଦାରେ ଦେଖିବାକୁ ତାଙ୍କ ବହୁ ସମର୍ଥକ ଅପେକ୍ଷାରେ ଅଛନ୍ତି।

“କୁଇନ” ଚଳଚିତ୍ର ର ନିର୍ଦେଶନା ଦେଇଛନ୍ତି ମୃତୁଞ୍ଜୟ ସାହୁ, ପ୍ରଯୋଜନ ଭାର ବିଜଯ କନ୍ଦୋଇ ସମ୍ଭାଳିଥିବା ବେଳେ ସଙ୍ଗୀତ ମଲୟ ମିଶ୍ର ଦେଇଛନ୍ତି। ଏଥିରେ ମୁଖ୍ୟ ଭୂମିକରେ ବର୍ଷା ପ୍ରିୟଦର୍ଶିନୀ ଥିବାବେଳେ ତାଙ୍କ ବିପକ୍ଷରେ ନାୟକ ଜାୟଜିତ ଅଛନ୍ତି, ଅନ୍ୟ ଭୂମିକାରେ ହରିହର ମୋହାପାତ୍ର, ଊଷଶୀ ମିଶ୍ର, ଲିପ୍ସା ମିଶ୍ର ପ୍ରମୁଖ ଅଛନ୍ତି।



Banner: Vidisha Kraft

Story & Creative Head: Varsha Priyadarshini

Producer: Bijay Kandoi

Director: Mrityunjay Sahu

Music Director: Malay Mishra

Dialogues: Bijaya Malla

Editor: Chandrasekhar Mishra

Lyricists: Arun Mantri & Jayanta Das



Related Top Posts

Queen ku Apekhya | Barsha Priyadarsini
4/ 5
Oleh