Babusan Mohanty New Song 'Aji Mu Pieni'


ପୁଣି ଶୁଣିବାକୁ ମିଳିଛି ନୂଆ ସ୍ଵର ଓ ନୂଆ କଣ୍ଠରେ "ଆଜି ମୁଁ ପିଇନି", ଓଡିଆ ଫିଲ୍ମ ଦୁନିଆର ପରିଚିତ ଓ ସୁପରଷ୍ଟାର କଳାକାର ଉତ୍ତମ ମହାନ୍ତିଙ୍କ ଚଳଚିତ୍ର ସହରୀ ବାଘ ର ସେହି ଲୋକପ୍ରିୟ ଗୀତ "ଆଜି ମୁଁ ପିଇନି" କୁ ଗାଇଛନ୍ତି ତାଙ୍କ ପୁଅ ବା ଓଡିଆ ଚଳଚିତ୍ରର ଅନ୍ୟତମ ସୁପରଷ୍ଟାର ବାବୁସାନ। ଗୀତଟି ସିଦ୍ଧାର୍ଥ ମ୍ୟୁଜିକ ବ୍ୟାନରରେ ନିର୍ମିତ ହୋଇଥିବା ବେଳେ ଅନୁପ ମହାନ୍ତି ସଂଗୀତ ଦେଇଛନ୍ତି।

Song : Aaji Mun Pieni
Album : Aji Mun Pieni
Singer: Babushaan Mohanty
Lyrics :Arun Mantri
Music : Anup Mohanty
Key-Board Programming : Prasenjeet Singh (Pua)
Drums Programming : Tula (Sandip Sahu)


Related Top Posts

Babusan Mohanty New Song 'Aji Mu Pieni'
4/ 5
Oleh