
କରୋନା ମହାମାରୀ ଯୋଗୁ ସାରା ବିଶ୍ଵ ଗୋଟେ ରକମ୍ ଘରେ ବନ୍ଦ ହୋଇ ପଡିଥିବା ବେଳେ ବହୁ ଲୋକେ କରୋନା ମହାମାରୀର ଶିକାର ହୋଇ ପ୍ରାଣ ହରାଇଛନ୍ତି । ସେହିପରି ଫିଲ୍ମ ଜଗତ ର ମଧ୍ୟ କରୋନା ମହାମାରୀ ର ପ୍ରଭାବ ପଡିଛି। ଦେଶରେ ଲକ୍ ଡାଉନ୍ ଚାଲିଥିବାରୁ ସମସ୍ତ କଳାକାର ଏବେ ଘରେ ବସି ନିଜ ପରିବାର ସହ ସମୟ କାଟୁଛନ୍ତି। ଅନୁଭବ ମହାନ୍ତି ଗରିବଙ୍କୁ ଦରକାରୀ ଜିନିଷ ପତ୍ର ଦେଉଥିବା ବେଳେ ଅନ୍ୟ ବହୁ କଳାକାର ଲୋକଙ୍କ ସେବାରେ ଲାଗିପଡିଛନ୍ତି।
ସୋସିଆଲ ମିଡିଆରେ ନିଜର ମତ ପ୍ରକାଶ କରି ଲୋକଙ୍କୁ ରୋଗର ଭୟା ଭୟ ବିଷୟରେ ବୁଝାଉଛନ୍ତି। ସେମାନଙ୍କ କଥା ମଧ୍ୟ ତାଙ୍କ ଫ୍ୟାନ ମାନେ ମାନୁଛନ୍ତି।
ଚଳଚ୍ଚିତ୍ର ଜଗତ ସଂପୂଣ୍ଣ ବନ୍ଦ ହୋଇଯାଇଥିବା ବେଳେ ଲକ୍ ଡାଉନ୍ ସାରିବାକୁ ସମସ୍ତେ ଅପେକ୍ଷା ରତ।
Kan Karuchhanti Odia film star COVID-19 lock down re
4/
5
Oleh
Biswa Ranjan