Showing posts with label Photos. Show all posts
Showing posts with label Photos. Show all posts

Barsa Priyadarsininka Lokapriya Photo

 
ଓଡ଼ିଆ ଫିଲ୍ମ ଜଗତରେ ବର୍ଷ ପ୍ରିୟଦର୍ଶୀନିଙ୍କ ଏକ ସ୍ୱତନ୍ତ୍ର ସ୍ଥାନ ଥିବା ବେଳେ ତାଙ୍କ ଫ୍ୟାନ ତ ତାଙ୍କ ପାଇଁ ପାଗଳ, ତାଙ୍କର ଯେକୌଣସି ଚଳଚ୍ଚିତ୍ର ଅସୁନା କାହିଁକି ତାଙ୍କୁ ଓ ତାଙ୍କ ଅଭିନୟ ଦେଖିବାକୁ ଦର୍ଶକ ଟାଣି ହୋଇ ଆସିଥାନ୍ତି। ତେବେ କେବଳ ସେତିକି ନୁହେଁ ତାଙ୍କର ଏମିତି ବହୁତ ଫ୍ୟାନ ଅଛନ୍ତି ଯେଉଁମାନେ ତାଙ୍କ ଫୋଟୋ ନିଜ ଫୋନେରେ ରଖିଥାନ୍ତି। ସେହି ଫୋଟୋ ଗୁଡିକରେ ଏହି ଚାରୋଟି ଫୋଟୋ ବହୁତ ଜଣ ପସନ୍ଦ କରନ୍ତି ଓ ପ୍ରତିଦିନ ବହୁ ମାତ୍ରାରେ ଡାଉନଲୋଡ କରନ୍ତି।