ଓଡ଼ିଶା ଟେଲିଭିଜନ ରେ ବେସ ପରିଚିତ ହାସ୍ୟ ଅଭିନେତା ପପୁ ପମ୍ପମ୍, ପାନ୍କ୍ରିୟାସ୍ ରୋଗରେ ଅସୁସ୍ଥ ହୋଇଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ, ହସ୍ପିଟାଲର ICU ରେ ତିନିଦିନ ରହିବା ପରେ ଅଧିକ ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସରେ ପପୁଙ୍କୁ ଦିଲ୍ଲୀ ଏମ୍ସ ପଠାଗଲା।

ପପୁ ପମ ପମ ଅସୁସ୍ଥ, ଦିଲ୍ଲୀ ଗଲେ ଅଧିକ ଚିକିତ୍ସା ପାଇଁ....
4/
5
Oleh
Biswa Ranjan