ଅଭିନେତ୍ରୀ ଜଣକ ବେସ ପରିଚିତ। ଓଡ଼ିଆ ଚଳଚ୍ଚିତ୍ରରେ ବେସ ସଫଳ ଓ ଅଗଧାଡ଼ିର ଅଭିନେତ୍ରୀ। ତାଙ୍କର ଅଛନ୍ତି ଅନେକ ପ୍ରଶଂସକ। ପ୍ରଯୋଜକ ଏବଂ ନିର୍ଦେଶକ ତାଂକୁ ନିଜ ଚଳଚ୍ଚିତ୍ର ରେ ନେବାକୁ ବେସ ଭଲ ପାନ୍ତି।

ସେ ଆଉ କେହି ନୁହଁ ଓଡ଼ିଆ ଚଳଚ୍ଚିତ୍ରର ନାୟିକା ଝିଲକୀ ଭାତଚର୍ଯ୍ୟ। ସେ ନିକଟରେ ଏହି ଫୋଟୋଟି ସୋସିଆଲ ମେଡିଆରେ ଛାଡିଥିଲେ । ଲୋକେ ଦେଖିଲେ କିନ୍ତୁ ଚିନ୍ହିପରିଲେନି। ତାଙ୍କର ବହୁ ସମର୍ଥକ ୟାକୁ ଦେଖି ଭାବିଲେ ବୋଧେ କୋଉ ନୂଆ ମଡେଲ ଫୋଟୋ ହୋଇଥିବା।
ଏହି ଅଭିନେତ୍ରୀ ଜଣକୁ ଚିହିଁପାରୁନାହାନ୍ତି ଅଧିକାଂଶ ଲୋକେ
4/
5
Oleh
Biswa Ranjan